ରେଢ଼ାଖୋଲ ବ୍ଲକ ର ସୋସାଇଟି କର୍ମଚାରୀ ଓ କପୋରେଟିଭ ବ୍ୟାଙ୍କ କର୍ମଚାରୀ ଙ୍କ ଦ୍ଵାରା ବୃକ୍ଷ ରୋପଣ
ସମ୍ବଲପୁର(ଦୀପକ ସିଂ)୧୭/୦୯/୨୦୨୫
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକରେ ଥିବା ସମସ୍ତ ସୋସାଇଟି କର୍ମଚାରି ଓ କପରୋଟିଭ ବ୍ୟାଙ୍କ ର କର୍ମଚାରୀ ଙ୍କ ଦ୍ଵାରା ୧୭ ସେପ୍ଟେମ୍ବର ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା, ଗଛ ଲଗାଇବା ପରେ ଗଛକୁ କିପରି ଯତ୍ନ ନିଆଯିବ ଓ ନିୟମିତ ପାଣି ଦିଆଯିବ ସମସ୍ତ କର୍ମଚାରୀ କଥା ହୋଇଥିଲେ..