logo

ବ୍ରାଉନ ସୁଗାର ଜବତ।

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳ ରେ ବ୍ରାଉନ ସୁଗାର କାରବାର ବଢିବାରେ ଲାଗିଛି । ଶାରଦୀୟ ପୂଜା କୁ ଶୣଙ୍ଖଳିତ କରିବା ପାଇଁ ରଣପୁର ଅବକାରୀ ଥାନା ଉପ ନିରୀକ୍ଷକ ଅର୍ପିତାରାଣୀ ସାହୁ ସଜାଗ ଥିବାବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଡମସାହି ଠାରେ ଏକ ବାଇକ କୁ ତନଖି କରିବା ସମୟରେ ୬୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଚନ୍ଦ୍ରକାନ୍ତ ଦଳବେହେରା ଓ ସୁଶାନ୍ତ କୁମାର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ବ୍ୟବସାୟରେ ବ୍ୟବହୃତ ବାଇକକୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

6
407 views