logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଳୀପୂଜା ନିମନ୍ତେ ପୁରୀ ରେ ରୀତିନୀତି ଅନୁଯାୟୀ ପ୍ରତିମା ଅନୁକୂଳ ପର୍ବ ଆରମ୍ଭ

ଜଗତଜନନୀ ମା କାଳୀପୂଜା ମହାନ ପର୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଉଛି, ଆଜି ବିଭିନ୍ନ ପୀଠ, ମଣ୍ଡପ ରୁ ସ୍ଵତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇ ନିକଟସ୍ଥ ମଶାଣି ରୁ ମାଟି ଉଠିବା ନୀତି ଅନୁଷ୍ଠିତ ହୋଇଯାଇଛି, ଆସନ୍ତା ୨୦ ରେ କାଳୀପୂଜା, ମାଙ୍କ ପୂଜାକୁ ପ୍ରାଧାନ୍ୟ ଦିଆଯାଇ ରୀତିନୀତି ଶାସ୍ତ୍ର ବିଧି ଅନୁସାରେ ପ୍ରାଥମିକତା , ସମର୍ପଣ ଭାବ ନେଇ ମା ଙ୍କ କାର୍ଯ୍ୟ ଏକାନ୍ତ କାମ୍ୟ.

54
943 views

Comment