logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଧାନ ଫସଲ ରେ ଚକଡା଼ ପୋକ ଲାଗିବା ଆରମ୍ଭ

ଓଡ଼ିଶା
ଗଞ୍ଜାମ ଜିଲ୍ଲାର ଭଞଜନଗର ବ୍ଲକ ହରିଗଡ ପଞ୍ଚାୟତ ବଦଙ୍ଗି ଗ୍ରାମ ରେ କିଛି କ୍ଷୁଦ୍ର ଚାଷୀ ଙ୍କ ଧାନ ଫସଲ ନଷ୍ଟ ହେବାକୁ ଲାଗୁଚି। କିଛି ଦିନ ହେଲା ଚକଡା଼ ପୋକ ଆକ୍ରାନ୍ତ କଲାଣି। ଚାଷୀ ମାନେ କୃଷି ବିଭାଗ ସହ କଥା ହୋଇ ଔଷଧ ପକାଇବା ପରେ ବି କମିବାର ନା ନାହିଁ। ଏହି ପରିପେଖିରେ ଅନ୍ୟ ଚାଷୀ ମାନେ ମଧ୍ଯ ଚିନ୍ତା ପ୍ରକଟ କଲେଣି।
ଏଣୁ ସରକାର୍ ଇସବୁ କୁ ଦୃଷ୍ଟି ଆକର୍ଷଣ କରି କ୍ଷତିଗ୍ରସ୍ତ ଚାଷୀ ଙ୍କୁ କ୍ଷତି ପୂରଣ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଜଣେ ଚାଷୀ।

81
2630 views

Comment