logo

କଣ୍ଟେନର ରେ ଗୋ ଚାଲାଣ କରୁଥିବା ସମୟରେ ଗୋମାତା ଉଦ୍ଧାର

ସମ୍ବଲପୁର(ଦୀପକ ସିଂ) ୧୫/୧୧/୨୦୨୫
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ଗୋ ଚାଲାଣ କାରି କଣ୍ଟେନର ସାହାଯ୍ୟ ରେ ଗୋ ମାତା କୁ ଚାଲାଣ କରିବା ସମୟରେ ରେଢ଼ାଖୋଲ ର ଗୋ ରକ୍ଷକ ଓ ପୋଲିସ ଦ୍ଵାରା ଗୋ ମାତା କୁ ଉଦ୍ଧାର କରାଯାଇଛି କଣ୍ଟେନର ରେ ୨୫ ରୁ ଅଧିକା ଗୋ ମାତା ଥିଲେ, ଓ ରେଢ଼ାଖୋଲ ର ଗୋ ରକ୍ଷକ ଗୋ ଚାଲାଣ କୁ କେମିତି ରୋକାଯାଇ ପାରିବ ଓ ଏହାର ଉଚିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ..

10
182 views