ବଡ ଧରଣ ର ଅଗ୍ନିକାଣ୍ଡ ଜଳିଗଲା ଟ୍ରକ
ସମ୍ବଲପୁର(ଦୀପକ ସିଂ) ୨୫/୧୧/୨୦୨୫ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ର ଦଳଖମଣ ଗ୍ରାମ ୫୫ ଜାତୀୟ ରାଜପଥ ଠାରେ ରେ ଜଳିଗଲା ଟ୍ରକ କାରଣ ଅସ୍ପଷ୍ଟ ରେଢ଼ାଖୋଲ ର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ କରିଥିଲେ