logo

ସୁନାବେଡ଼ା ହାଲ୍ ଗେଷ୍ଟ ହାଉସ ନିକଟରେ ଦୁର୍ଘୋଟନା

ବ୍ରେକିଙ୍ଗ୍ ନ୍ୟୁଜ୍
ସୁନାବେଡା ହାଲ୍ ଗେଷ୍ଟ ହାଉସ୍ ନିକଟରେ ଦୁଇଟି ପୃଥକ ମୋଟରସାଇକେଲ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପ୍ରଥମ ଘଟଣାରେ ଦୁଇ ଜଣ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ବାଇକ ସାମ୍ନାକୁ ଧକ୍କା ଦେଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁନାବେଡା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି।

0
5 views