logo

ପୁରୁଣା ବର୍ଷକୁ ବିଦାୟ... ନୂଆ ବର୍ଷକୁ ସ୍ୱାଗତ

ପୁରୁଣା ବର୍ଷ ବିଦାୟ ନେବା ପାଇଁ ସଜବାଜ ହେଉଥିବା ବେଳେ ନୂଆ ବର୍ଷକୁ ସ୍ୱାଗତ ପାଇଁ ସାରା ସହର ପ୍ରସ୍ତୁତ l ଓଡିଶାର ରାଜଧାନୀ ଭୁବନେଶ୍ୱର ରଙ୍ଗବେରଙ୍ଗର ଆଲୋକମାଳା ରେ ସଜେଇ ହୋଇଛି l ହୋଟେଲମାନଙ୍କରେ 0 ନାଇଟି ପାଇଁ ବିଭିନ୍ନ ମନୋରଞ୍ଜନ କlର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି l ଖଣ୍ଡଗିରି, ନନ୍ଦନ କାନନ ପ୍ରଭୁତି ଜାଗା ମାନଙ୍କରେ ପିକନିକ ପାର୍ଟିମାନଙ୍କ ଗହଳି ଚହଳି ଲାଗିଛି l ଏ ବର୍ଷ ଶୀତର ପ୍ରଭାବ ବେଶ ପ୍ରିଲକ୍ଷିତ ହେଉଛି.

0
31 views