logo

ଇସ୍ତଫା ଦେଲେ ନବ ନିଯୁକ୍ତ ସରକାରୀ ଓକିଲ

କୋରାପୁଟ: ଇସ୍ତଫା ଦେଲେ ନବ ନିଯୁକ୍ତ ସରକାରୀ ଓକିଲ ମନୋରଞ୍ଜନ ରାଉତରାୟ । ନୂତନ ସରକାର ଗଠନ ହେବାର ଅଠର ମାସ ପରେ ରାଜ୍ୟରେ ସରକାରୀ ଓକିଲଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର l ଗତ ଡିସେମ୍ବର ୨୪ ତାରିଖ ଆଇନ ବିଭାଗର ନୋଟିଫିକେସନ ଅନୁଯାଇ ଜୟପୁର ମହିଳା କୋର୍ଟରେ ସହକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ କୋରାପୁଟର ଆଇନଜୀବୀ ମନୋରଞ୍ଜନ ରାଉତରାୟ ।

0
0 views