logo

ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଥାଲପୁଟ,ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୭/୧/୨୬(ବୁଧବାର)

ସପ୍ତସକ୍ତି ସଙ୍ଗମ କାର୍ଯ୍ୟକ୍ରମ
ଦାମନଯୋଡି:-୭/୧(ନି:ପ୍ର)
ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ମହାସମାରୋହ ରେ ପାଳିତ ହୋଇଯାଇଛି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମାଥାଲପୁଟ ରେ ମ।ତୃଭ।ରତୀ ,ଗୁରୁମ। ମାନଙ୍କ ସହଯୋଗରେ ଭକ୍ତ କାର୍ଯ୍ୟକ୍ରମ ସମ୍ପାଦନା ହୋଇଥିଲା କୋରାପୁଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବରିଷ୍ଠ ଆଚାର୍ଯ୍ୟ। ମାନନୀୟ ଶ୍ରୀମତୀ ମନସ୍ଵିନୀ ରଥ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ସମ୍ମାନିତ ଅଥିତି ରୂପେ ଅବସର ପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ। ମାନନୀୟ। ଶ୍ରୀମତୀ ପ୍ରତିଭା ପ।ଢ଼ି ,ବିଦ୍ୟାଳୟର ପରିଚାଳକ ସମିତିର ସଦସ୍ୟ ଶ୍ରୀମତୀ ସୁମିତ୍ରା ସୁଆର ଓ ରୀନା ନାୟକ ଉପସ୍ଥିତ ଥିଲେ ମ।ତୃଭାରତିର ମା ମାନେ ସାମୁହିକ ସଙ୍ଗୀତ ଗାନ କରିଥିବା ବେଳେ ଅଚର୍ଯ୍ୟ। କଲ୍ୟାଣୀ ସାହୁ ଅତିଥି ପରିଚୟ ପ୍ରଦାନ ଓ ଆଚର୍ଯ୍ୟ କମଳା ବ।ଡତ୍ୟା କାର୍ଯ୍ୟକ୍ରମ ର ଉଦେଶ୍ୟ କହିଲେ ବିଦ୍ୟା ଭାରତୀ ପଞ୍ଚପରିବର୍ତ୍ତନ ଉପରେ ବିଦ୍ୟାଳୟର ବରିଷ୍ଠ ଆଚ।ର୍ଯ୍ୟ। ଲକ୍ଷ୍ମୀ ପ୍ରିୟ। ସାହୁ ଓ ଆଚାର୍ଯ୍ୟ। ତପସ୍ଵିନୀ ମିଶ୍ର ଅଭିଭାଷଣ ପ୍ରଦାନ କରିଥିଲେ ମୁଖ୍ୟ ବକ୍ତା ଶ୍ରୀମତୀ ମନସ୍ଵିନୀ ରଥ ଭାରତ ବିକାଶ ରେ ମହିଳାଙ୍କ ଭୂମିକା ବିଷୟ ବସ୍ରୁ ଉପରେମାର୍ଗଦର୍ଶନ କରାଇଥିଲେ ଶ୍ରୀମତୀ କଲ୍ୟାଣୀ ସେନାପତି ଓ ସ୍ଵର୍ଣ୍ଣ ପ୍ରଭ। ସ୍ୱାଇଁ ଅନୁଭୂତି କଥନ କହିଥିଲେ ମାତୃଭରତି ସଦସ୍ୟ। ଶ୍ରୀମତୀ ରଚିତ। ପାତ୍ର ବ୍ୟକ୍ତି ଗତ ଗୀତ ଗାନ କରିଥିଲେ ଆଚାର୍ଯ୍ୟ କୁନ୍ତଳା ବର୍ଦ୍ଧନ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ ମଞ୍ଚପରିଚାଳନ। ଆଚାର୍ଯ୍ୟ। ତପସ୍ୱିନୀ ମିଶ୍ର କରିଥିଲେ ଭକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ମାତୃ ଭାରତୀପ୍ରମୁଖ ଶ୍ରୀମତୀ ଜୟଲକ୍ଷ୍ମି ପାତ୍ର ଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ S.h.G group ଅନୁକୂଳଚନ୍ଦ୍ର ପରିବାର, ନିଗମାନନ୍ଦ ପରିବାର, ପ୍ରଜ।ପିତ। ବ୍ରହ୍ମାକୁମାରୀ ବିଭିନ୍ନ group r C.R.P ମାନେ ଉପସ୍ଥିତ ଥିଲେ। ମୋଟ ୨୫୦ ଜଣ ମା ମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା। ଶେଷରେ ଗୁରୁଜୀମାନେ,ସମସ୍ତ ମା ମାନଙ୍କୁ ସ୍ଵଳ୍ପlହାର, ଚା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ର ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ବିଷୋୟୀ ଙ୍କ ତତ୍ତ୍ଵ।ବଧ।ନ ରେ ସୁପରିଚାଲାନା ହୋଇଥିଲା ।

37
1146 views