logo

ନବନିର୍ମିତ ସୁନାର ଧନୁଶ ଓଡ଼ିଶାରୁ ଅଯୋଧ୍ୟା ଅଭିମୁଖେ)

ଓଡିଶାର ଷ୍ଟିଲ୍ ସିଟି ରାଉରକେଲା ଶନାତନ ଜାଗରମଞ୍ଚ ହନୁମାନ ବାଟିକା ରାଉରକେଲା ଙ୍କ ପ୍ରୟାସରେ ଏକ ସ୍ଵର୍ଣ୍ଣ ଧନୁ ୨୮୬କି ଗ୍ରା ର ଅଷ୍ଟ ଧାତୁ ମିଶ୍ରିତ ଅଯୋଧ୍ୟା ଅଭିମୁଖେ ବାହାରିଛି ।ଏହି ଅବସରରେ ଦାମନଯୋଡି ଵାଟ ଦେଇ ଓଡ଼ିଶାର ସମସ୍ତ ତିରିଶିଟି ଜିଲ୍ଲା ପରିକ୍ରମା କରି ରାମ ଜନ୍ମଭୂମି ଅଯୋଧ୍ୟାରେ ପଦାର୍ପଣ କରିଵ ।ଏହି ଶୁଭ କାର୍ଯ୍ୟରେ ଦାମନଯୋଡିର ସମସ୍ତ ରାମଭକ୍କ୍ତ ଵୁଧୀଜୀଵୀ ସାମିଲ ହୋଇ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

136
5143 views