logo

ଅଭିଯୋଗକୁ_ଡିସିପିଙ୍କ_ଖଣ୍ଡନ

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟରେ ଯୁବକ ପଶିବା ଘଟଣା
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଛିଦ୍ର ଅଭିଯୋଗକୁ ଡିସିପିଙ୍କ ଖଣ୍ଡନ, ସୁରକ୍ଷା କଡ଼ା ଥିବାରୁ ଆମେ ଯୁବକଙ୍କୁ ଅଟକାଇ ପାରିଲୁ ଅଟକ ଯୁବକ ବିଜୟ ମଲ୍ଲିକ ଜଣେ ଚାକିରି ଆଶାୟୀ ଧରିଥିବା କାଗଜରେ ‘SSB ପରୀକ୍ଷା କାହିଁକି ହେଉନି’ ଲେଖାଥିଲା
ଗତ ନିର୍ବାଚନରେ ଓଡ଼ିଶା ଜନତା ପାର୍ଟିର MLA ପ୍ରାର୍ଥୀ ଥିଲେ ଏବେ ସେ ଦଳ ଛାଡ଼ି ଚାକିରି ଖୋଜୁଛନ୍ତି: ଡିସିପି ଜଗମୋହନ ।

21
2023 views