logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରେଢ଼ାଖୋଲ ଠାରେ ଦୁର୍ଘଟଣା କାର ଧକ୍କା ରେ ସାଇକେଲ ଆରୋହୀ ମୃତ

ସମ୍ବଲପୁର (ଦୀପକ ସିଂ) ୨୩/୦୧/୨୦୨୬
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ର ଡାକବଙ୍ଗଳା ପାଖରେ ଦୁର୍ଘଟଣା ସମ୍ବଲପୁର ରୁ ଭୁବନେଶ୍ୱର ଯାଉଥିବା ଏକ କାର ଭାରସାମ୍ୟ ହରାଇ ସାଇକେଲ ଆରୋହୀ ଙ୍କୁ ଧକ୍କା ଦେଇଥିଲା ସାଇକେଲ ଆରୋହୀ ଙ୍କ ମୃତ୍ୟୁ ଘଟିଛି ମୃତକ ବ୍ୟକ୍ତି ଜଣକ ହେଲେ ରେଢ଼ାଖୋଲ ର ଅନାମ ଭୋଇ କାର ଚାଳକ ଙ୍କୁ ଅଟକ ରଖାଯାଇଛି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି

4
180 views

Comment