logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସମିତି ସଭ୍ୟା ନିରୂପମା ନାହାକ ବିଜେପିରେ ସାମିଲ

ଆନନ୍ଦପୁର: ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବେଲବାହାଳୀ ଗ୍ରାମପଂଚାୟତର ସମିତି ସଭ୍ୟା ନିରୂପମା ନାହାକ ଓ ତାଙ୍କ ସ୍ଵାମୀ ଯୁବନେତା ଅଜିତ୍ ନାହାକ ୪ତାରିଖ ବୁଧବାର ଦିନ ଆନନ୍ଦପୁର ବିଜେପି କାର୍ଯ୍ୟାଳୟ ଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ବିଜେପି ନେତା ତଥା ସାଂସଦ ପ୍ରତିନିଧ ରାମଚନ୍ଦ୍ର ସାହୁ, ପୂର୍ବତନ ବିଜେପି ମଣ୍ଡଳ ସଭାପତି ଅନାଦି ସାହୁ ଓ ଟୁକୁନା ମହାନ୍ତ, ନଗର ମଣ୍ଡଳ ସଭାପତି ହେମନ୍ତ ସାହୁ ପ୍ରମୁଖ ଦଳୀୟ ଟୋପି ସହ ଉତ୍ତରୀୟ ପିନ୍ଧାଇ ସ୍ଵାଗତ କରିଥିଲେ ।

20
410 views

Comment