logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଭାସି ମାଧ୍ୟମରେ କଣିହାଁ ତହସିଲ ଅଫିସରେ ନୂତନ ରେଜେଷ୍ଟ୍ରି ଅଫିସ ଶୁଭ ଉଦଘାଟନ

*ଆଭାସି ମାଧ୍ୟମରେ କଣିହାଁ ତହସିଲ ଅଫିସରେ ନୂତନ ରେଜେଷ୍ଟ୍ରି ଅଫିସ ଶୁଭ ଉଦଘାଟନ*

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ:ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ କରକମଳରେ ୫୭ଟି ନୂତନ ଉପ ନିବନ୍ଧନ କାର୍ଯ୍ୟାଳୟର ଶୁଭଉଘାଟନ,ଆମ ସାଥି, ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ରାଜ୍ୟସ୍ଵ ଓ ବିପଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କେନ୍ଦ୍ରୀୟ ସେବା ଗୁଡ଼ିକର ଲୋକାର୍ପଣ ଗରିମାମୟ ଉପସ୍ଥିତି ଶ୍ରୀଯୁକ୍ତ ସୁରେଶ ପୂଜାରୀ ମନ୍ତ୍ରୀ ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଓଡ଼ିଶା ତରଫରୁ ଶୁଭ ଉଦଘାଟନ ହେଉଥିବା ବେଳେ କଣିହାଁ ଭିସି ଅଫିସ ପ୍ରାଙ୍ଗଣରେ କଣିହାଁ ତହସିଲଦାର ଚିନ୍ମୟ ଦାସ, ପାଳଲଲହା ବିଜେପି ବିଧାୟକଙ୍କ ନମିନି ତ୍ରିପୁର ପ୍ରଧାନ କଣିହାଁ ଏ ବି ଡି ଓ ସୁତୀକ୍ଷ୍ଣା ମହାପାତ୍ର, ଅତିରିକ୍ତ ତହିଲଦାର ପୁଷ୍ପିତାମଧୁମତି ଦେହୁରୀ ଓ କଣିହାଁର ତହସିଲ କାର୍ଯ୍ୟାୟଳର ସମସ୍ତ କର୍ମଚାରୀ ମାନେ ଓ ତାଳଚେର ବାରର ଓକିଲ ଗିରିଧାରୀ ମିଶ୍ର, ପ୍ରତାପ ସାହୁ ଏହି ଶୁଭ ଉଦଘାଟନରେ ଉପସ୍ଥିତ ଥିଲେ।

9
271 views

Comment