logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବୌଦ୍ଧ, ଭାଲିଆ ପଦର ଗ୍ରାମରେ ଶଶସ୍ତ୍ର ଡକାୟତି


ବୌଦ୍ଧ - ଗତ କାଲି ରାତି ଦୁଇ ଘଣ୍ଟା ସମୟରେ ବୌଦ୍ଧ ସହର ନିକଟ ଭାଲିଆ ପଦର ଗ୍ରାମରେ ଦଶ ରୁ ଉର୍ଦ୍ଧ୍ବ ବ୍ୟକ୍ତି ମାରଣାସ୍ତ୍ର ଓ ବୋମ୍ ଧରି ପପୁ ମିଶ୍ରଙ୍କ ଘରେ ପ୍ରବେଶ କରି ଥିଲେ l ସେମାନଙ୍କୁ ବାନ୍ଧିବା ପରେ ଆଲମାରୀ ରୁ ସୁନା ଓ ଟଙ୍କା ଧରି ବାହାରିଥିଲେ l ଗ୍ରାମବାସୀ ଙ୍କୁ ଭୟଭୀତ କରିବା ପାଇଁ ବୋମା ଫୁଟାଇ ସେଠାରୁ ପଳାଇ ଥିଲେ l ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟେଲ ପରିଦର୍ଶନ କରି ଶୀଘ୍ର ଆସାମୀ କୁ ଧରାଯିବ ବୋଲି ପ୍ରକାଶ କରିଛନ୍ତି l

0
76 views

Comment