logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୋରାପୁଟ ସୁନାବେଡ଼ା କେନ୍ଦ୍ରୀୟ ବିଶ୍ଵିଦ୍ୟାଳୟ ରେ ଛାତ୍ର ଛାତ୍ରୀ vc କଁ ଇସ୍ତପା ଦାବି

କୋରାପୁଟ ସୁନାବେଡା ଠାରେ ଥିବା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ରେ ତାଲା ଟୁଙ୍କିଲେ ଛାତ୍ରଚାତ୍ରୀ। ଛାତ୍ରଛାତ୍ରୀ ଙ୍କୁ ମେଧାବୃତ୍ତି ନ ମିଳିବା ଓ ବିଭିନ୍ନ ବିଭାଗର ପରୀକ୍ଷା ଫଳ ବର୍ଷ ହେବା ଦୁଇ ପ୍ରକାଶିତ ନ ହେବା ହଷ୍ଟେଲ ସମସ୍ୟା ପ୍ରଫେସର ଅଭାବ ଏବଂ ଦୁର୍ବଳ ଭିତ୍ତି ଭୂମି କୁ ନେଇ ତାତିଛନ୍ତି ଛାତ୍ର ଛାତ୍ରୀ ।

8
844 views

Comment