ବିଜେପି ମିଶ୍ରଣ ପର୍ବ ରେ କୋରାପୁଟ ଜିଲ୍ଲା
ସୁନାବେଡ଼ା munsipalty ଅଧକ୍ଷ ରାଜେନ୍ଦ୍ର ପାତ୍ର ଯୋଗ ଦେଇଛନ୍ତି
ବିଜେପିରେ_ଯୋଗଦେଲେ
ସୁନାବେଡା ର ପୌର ଅଧ୍ୟକ୍ଷ
ଭୁବନେଶ୍ୱର ଠାରେ ସୁନାବେଡା ପୌର ପରିଷଦ ନଗରପାଳ ରାଜେନ୍ଦ୍ର ପାତ୍ର ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି।ତାଙ୍କ ସହ ସୁନାବେଡ଼ା ପୌର ପରିଷଦର କଂଗ୍ରେସ ଓ ବିଜେଡିର କାଉନସିଲର ମାନଙ୍କ ସହ ବିଜେଡ଼ି କର୍ମୀ ମାନେ ଯୋଗ ଦେଇଥିବା ଜଣାପଡିଛି।