logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରଗଡ଼ରେ ପାରିବାରିକ କଳହରୁ ରକ୍ତପାତ, ଅଭିଯୁକ୍ତ ବଡ଼ ଭାଇ ଗିରଫ

ବରଗଡ଼ରେ ପାରିବାରିକ କଳହରୁ ରକ୍ତପାତ, ଅଭିଯୁକ୍ତ ବଡ଼ ଭାଇ ଗିରଫ

ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କେବାଡ଼ ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାରିବାରିକ କଳହରୁ ଜଣେ ବଡ଼ ଭାଇ ନିଜ ସାନ ଭାଇକୁ ନିର୍ମମ ଭାବେ ହତ୍ୟା କରିଛି। ସୂଚନା ଅନୁସାରେ, ଫେବୃଆରୀ ୨୪ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ତୀରଥ ବିଶି ନିଜ ଘରେ ଶୋଇଥିଲେ। ଏହି ସମୟରେ ତାଙ୍କ ବଡ଼ ଭାଇ ଅନିଲ ବିଶି ଏକ ଲୁହାରଡ଼ ରେ ତୀରଥଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତକଙ୍କ ପତ୍ନୀ ସୀତା ବିଶିଙ୍କ ଅଭିଯୋଗ କ୍ରମେ ବରପାଲି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅନିଲ ବିଶିଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଲୁହାରଡ଼ ବକୁ ଜବତ କରିଛି। ସାମାନ୍ୟ କଳହ କିଭଳି ଜଣଙ୍କ ଜୀବନ ନେଇପାରେ,
ବୋଲି ଚର୍ଚ୍ଚା ଏବେ ତଦନ୍ତ ପରେ ସତ୍ୟ କାହାଣୀ ଆସିବ ବୋଲି ଅପେକ୍ଷା

3
3 views

Comment