logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ର ସମ୍ବଲପୁର ଜିଲ୍ଲା କମିଟି ଘୋଷଣା, ଦୀପକ କୁମାର ସିଂ ରାଜ୍ୟ ପରିଷଦ ସଦସ୍ୟ

ସମ୍ବଲପୁର ୧୬/୦୩/୨୦୨୬ ଓଡିଶା ଡିଜିଟାଲ ମହାସଂଘ ର ସମ୍ବଲପୁର ଜିଲ୍ଲା କମିଟି କୁ ଆଜି ଘୋଷଣା କରାଯାଇଛି, ଘୋଷଣା ଅନୁଯାଇ ରାଜ୍ୟ ପରିଷଦ ସଦସ୍ୟ ଭାବେ ଦୀପକ କୁମାର ସିଂ ନିର୍ବାଚିତ ହୋଇଛନ୍ତି, ଡିଜିଟାଲ ମିଡ଼ିଆ କ୍ଷେତ୍ର ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସଂଗଠିତ କରିବା ସହ ତାଙ୍କର ଅଧିକାର ସୁରକ୍ଷା, ପେଶାଗତ ଉନ୍ନତି ଓ ସମାଜ ମଧ୍ୟରେ ଡିଜିଟାଲ ସାମ୍ବାଦିକତା କୁ ଆହୁରି ଶକ୍ତିଶାଳୀ କରିବା ନିମନ୍ତେ ଏହି ନୂତନ କମିଟି କାମ କରିବ ନୂତନ କମିଟି ଘୋଷଣା ପରେ ସମ୍ବଲପୁର ଜିଲ୍ଲା ର ବିଭିନ୍ନ ଡିଜିଟାଲ ମିଡ଼ିଆ ସାମ୍ବାଦିକ ମାନେ ନବ ନିର୍ବାଚିତ ପଦାଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇ ଛନ୍ତି

2557 views

Comment
  • RAMAKANTA MAHAKULA

    Congratulation

  • RAMAKANTA MAHAKULA

    Very good

  • PRADEEP KUMAR PANDA

    Congratulations sir