ଧର୍ମଶାଳା ର ଲୋକପ୍ରିୟ ବିଧାୟକ ହିମାଂଶୁଶେଖର ସାହୁଙ୍କର ମାଗଣା ଭୋଜନର ଶୁଭାରମ୍ଭ
ଗତ 28 ତାରିଖ ରେ ଆମ ଧର୍ମଶାଳା ର ଲୋକପ୍ରିୟ ବିଧାୟକ ହିମାଂଶୁ ଶେଖର ସାହୁ ତତ୍ଵାବଧାନରେ ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ଠାରେ ଭୋଜନ ଵେବସ୍ଥା ସମସ୍ତ ଜନ ସାଧାରଣ ଙ୍କୁ ବିନମୂଲ୍ୟରେ ଯୋଗାଇ ଦିଆଯାଉଛି..