logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡିରେ ନବରତ୍ନ କମ୍ପାନୀ ନାଲକୋ ପକ୍ଷରୁ ପଞ୍ଚପଟମାଳି ନାଟ୍ୟ ମହୋତ୍ସବର ଜାରିରହଛି।

ଦାମନଯୋଡିରେ ଗତ ୩/୪/୨୦୨୬ଠାରୁ ଆସନ୍ତା ୧୩/୪/୨୦୨୬ ପର୍ଯ୍ୟନ୍ତ ଜାରି ରହିଛି।ଆଜି ଅର୍ଥାତ୍ ୮/୪/ବୁଧବାରଦିନ ନାଲକୋର ଷଷ୍ଠ ଦିନରେ ପ୍ରଥମେ ରାଉରକେଲାରୁ ଆସିଥିବା କଳାକାରମାନ ଙ୍କ ଦ୍ଵାରା ନାଟକ ସୁନା ପଞ୍ଜୁରୀ ପରିବେସଣକରି ଦର୍ଶକ ଙ୍କ ମନମୋହିବାସହ ସୋହେଲାରୁ ଆସିଥିବା ନାଟକ ବୁକାର ମଧ୍ୟ ସୋହେଲାରୁ ଆସିଥିବା କଳାକାରମାନେ ପରି ବେସଣ କରିଥିଲେ।ଏଥିରେ ଆଜିର ମୁଖ୍ୟ ଅତିଥି ଶ୍ରୀ ସଞ୍ଜୟ କୁମାର ପଟନାଏକ ଉପସ୍ଥିତ ରହିବାସହ ନାଲକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମରେନ୍ଦ୍ର ମିଶ୍ରଙ୍କ ସହ ଅନ୍ୟାନ୍ୟ ଅତିଥି ଉପସ୍ଥିତ ରହି ଏହିନାଟକ ଦ୍ବାୟ ଉପଭୋଗ କରିଥିବାସହ ଏହାର ପରିଚାଳାନା ଦାଇତ୍ୱ ଶ୍ରୀ ଶ୍ରୀଧର ପରିଡା ମହାସୟ ଏବଂ ନିର୍ମଳ କୁମାର ରାଊତ ନେଇ ଅତି ସୁନ୍ଦର୍ ରୁପେ ଏହାକୁ ପରିଚାଳନା କରିଥିଲ। ଏବଂ ଦୁରଦୁରାନ୍ତରୁ ଆସିଥିବା ଖାଦ୍ୟ ସାମଗ୍ରୀ ସହ ଅନେକ ପ୍ରକାରର ଷ୍ଟଲ୍ ବୁଲି ଦର୍ଶକ ଏହାର ମାଜା ଉପଭୋଗ କରିଥିଲେ।ଏହିମେଳା ଆଉରି ପାଞ୍ଚ ଧରି ଚାଲୁରହବବୋଲି ମଞ୍ଚ ପରିଚାଳନା କରୁଥିବା ଶ୍ରୀ ପରିଡା ସୁଚନା ଦେଇଥିଲେ। ଦାମନଯୋଡିରୁ ତେଜେଶ୍ଵ ପାତ୍ର ଙ୍କ ଖବର।

40
269 views

Comment