logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିବିଏସ୍ଇ ଦଶମ ପରୀକ୍ଷା ଫଳ ପ୍ରକାଶିତ।

ଟୀନା ରଥ ଦେଶର ଟପ୍ପର।ସେ ୫୦୦ ରୁ ୫୦୦ ନମ୍ବର ରଖି ରେକର୍ଡ ସୃଷ୍ଟି କରିଥିଲେ। ଦେଶର 93.70%‌ ଏବଂ ଓଡ଼ିଶାରେ 93.66% ରହିଛି। ଥିରୁଅନନ୍ତପୁରମ ଓ ବିଜୟ‌ଓ୍ବାଡା ର ପାସ୍ ହାର ଶୀର୍ଷରେ ରହିଛି। ଭୂବନେଶ୍ବର ଜୋନ୍ ର ପାସ୍ ହାର 94.67% ଛାତ୍ରୀଙ୍କ ବାଜିମାତ ହୋଇଛି।

1
89 views

Comment