logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିତ୍ରକୋଣ୍ଡା ଠାରେ ଗୁରୁପ୍ରିୟା ଫାର୍ମର୍ସ ପ୍ରୋଡୁସର୍ ଉଦଘାଟନ l

ଚିତ୍ରକୋଣ୍ଡା ୨୦/୦୪/୨୦୨୬ :- ଚିତ୍ରକୋଣ୍ଡା ପଂଚାୟତ ଗୋଜିଆଗୁଡା ଗ୍ରାମରେ ଗୁରୁପ୍ରିୟା ଫାର୍ମର୍ସ ପ୍ରୋଡୁସର୍"(excellence of center) ଉଦ୍ଘାଟନ କରାଯାଇଛି l ଏଥିରେ ପିଏ ଆଇଟିଡିଏ, ଚିତ୍ରକୋଣ୍ଡା ବ୍ଲକ ଚେୟାରମେନ ସୁଶ୍ରୀ ରାଜେଶ୍ୱରୀ ଖିଲ,ଏଜିକ୍ୟୁଟିଭ୍ ଡାଇରେକ୍ଟର, ସୋମକ୍ସ,fpo ମେମ୍ବର ଉପସ୍ଥିତ ରହିଥିଲେ । ଏବଂ ସେଥିରେ ବିଭିନ୍ନ ପ୍ରକାର ହଳଦୀଗୁଣ୍ଡ,ମାଣ୍ଡିଆ, ରାଜମା,ବିରି ,ଆଦି ଡାଲି ଜାତୀୟ ବିକ୍ରୟ କରାଯାଏ ଏବଂ ମାଣ୍ଡିଆ ରେ ତିଆରି ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରାଯାଇଥିଲା ।ଏଥିରେ ଶିଶୁ ଓ ମହିଳା କଲ୍ୟାଣ ସମିତି ର କାର୍ଯକାରୀ ନିର୍ଦ୍ଦେଶକ ଶ୍ରୀ କୈଳାସ ଚନ୍ଦ୍ର ପଣ୍ଡା ସହଯୋଗ କରିଥିଲେ ।

5
214 views

Comment